ଆଜି ବିହାର ଉପନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । 2 କୋଟି 14 ଲକ୍ଷରୁ ଅଧିକ ଭୋଟର 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ । ଏହି ପର୍ଯ୍ୟାୟରେ ବିଜେପି 29ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ 35ଟି, ଆରଜେଡି 42 ଏବଂ କଂଗ୍ରେସ 20ଟି ଆସନରେ ଲଢୁଛି ।
#TheArgus #ArgusUpdate #Bihar #ByElection #Election