ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦୈନିକ ସଂକ୍ରମଣ ଚଳିତବର୍ଷ ରେକର୍ଡ କରିଛି । ଦିନକରେ ୮ଶହରୁ ସଂଖ୍ୟା ୧୨ ଶହ ଡେଇଁଗଲା । ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଅପରାହ୍ଣ ୪ଟାରେ ଭିଡିଓ ବାର୍ତ୍ତା ଦେବେ ନବୀନ...
#ArgusNews #Odisha #ArgusUpdate