ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗିବ। ତେବେ ଏହା ପୂର୍ବରୁ ବଜାରରେ ଅସମ୍ଭାଳ ଭିଡ । ଗ୍ରୋସରି ଠାରୁ ଆରମ୍ଭ କରି ମଦ ଦୋକାନ ସବୁଠୁ ପ୍ରବଳ ଗହଳି ଜମିଛି...
#ArgusNews #Odisha #ArgusUpdate