ରାଜ୍ୟରେ 62 ହଜାର 171ଟି ଅଙ୍ଗନୱାଡି ଅଛି । ମିନି ଅଙ୍ଗନୱାଡି 10ହଜାର 416ଟି ରହିଛି । 7844 ନୂଆ ଅଙ୍ଗନୱାଡି ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି ଆମ ପ୍ରସ୍ତାବ ଫେରାଇ ଦେଇଛନ୍ତି । ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତ୍ତମାନ 1576 ନୂଆ ଅଙ୍ଗନବାଡି ଖୋଲିବା ପାଇଁ ଜିଲ୍ଲା ମାନଙ୍କୁ ମଞ୍ଜୁରୀ ଦିଆଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ...
#ArgusNews #Odisha #ArgusUpdate