ଜମି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଥାନାର ଆଶ୍ରୟ ନେଲେ ପରିବାର ଲୋକେ । ନବରଂଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁସାରେ, ଅମିଲା ମଣ୍ଡଲ ନିଜର ଦୁଇ ପୁଅକୁ ନ ଜଣାଇ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଦେଇଛନ୍ତି । ଯାହାକୁ ନେଇ ଅମିଲାଙ୍କ ଦୁଇ ପୁଅ ଓ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା...
#ArgusNews #Odisha #ArgusUpdate