ଜାମ୍ମୁ କାଶ୍ମିରରେ ପୁଲୱାମାରେ ଆତଙ୍କୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି...କାକାପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ... ହଠାତ ଆକ୍ରମଣ କରିଥିଲେ ଆତଙ୍କବାଦୀ..ଉଭୟ ପକ୍ଷରୁ ଚାଲିଛି ଗୁଳିବନିମୟ.. ମୃତାହତଙ୍କ ମିଳିନି ସୂଚନା...
#ArgusNews #Odisha #ArgusUpdate