ଚର୍ଚ୍ଚାରେ ଶିକ୍ଷା ଭାରତୀ ଓ୍ବେବସାଇଟ୍
ଡିଜିଟାଲ ଯୁଗରେ ଆଜିକାଲି ସବୁକିଛି ସମ୍ଭବ। ଘରେ ବସି ଡ୍ରେସ କିଣିବାଠୁ ଆରମ୍ଭ କରି ଦେଶ ବିଦେଶରେ ବୁଲିବା ପାଇଁ ଟିକେଟ୍ ପର୍ଯ୍ୟନ୍ତ ସବୁର ଉପାୟ ସାଜିଛି ଅନଲାଇନ୍ ମାଧ୍ୟମ। ଲୋକେ ଘରେ ରହି ଅନେକ ଗୁଡିଏ ଓ୍ବେବସାଇଟ୍ ମାଧ୍ୟମରେ ଜାଣୁଛନ୍ତି ବିଶ୍ବର ତମାମ୍ ଖବର । ଆଉ ସେହିଭଳି ଏକ ଶିକ୍ଷାଭିତ୍ତିକ ଓ୍ବେବସାଇଟ୍ ‘ଶିକ୍ଷା ଭାରତୀ’ ଲଞ୍ଚ୍ କରି ଚର୍ଚ୍ଚାର ବିନ୍ଦୁ ପାଲଟିଛନ୍ତି ନୟାଗଡର ଯୁବକ ସ୍ମୃତି ସ୍ବାଗତ ରାୟ ମହାପାତ୍ର ଏବଂ ତାଙ୍କର ବନ୍ଧୁମାନେ......
#ArgusNews #Odisha #Nayagarh #Website #SikhyaBharati
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app