ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ...
ସପ୍ତାହାନ୍ତ ସଟଡାଉନ ଭିତରେ ଅମାନିଆଙ୍କୁ ଜଗିବାକୁ କଟକର 25ଟି ଏବଂ ଭୁବନେଶ୍ୱରରେ 43ଟି ଜାଗାରେ ନାକା ଲଗାଇଛି ପୋଲିସ...ପିସିଆର ଭ୍ୟାନରେ ମାଇକ ଜରିଆରେ ଲୋକଙ୍କୁ ପୋଲିସ ସଚେତନ ବି କରୁଛି....
#ArgusNews #ArgusUpdate #Odisha #Shutdown