କୋରାପୁଟ-ମାଲକାନଗିରି ସୀମାନ୍ତରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ଡିଭିଏଫ, ବିଏସଏଫ ପକ୍ଷରୁ କୋମ୍ବିଂ ଅପରେସନ ବେଳେ ବିସ୍ଫୋରକ ସହ ଏକ ମାଓ ପୁସ୍ତିକା ମଧ୍ୟ ଜବତ ହୋଇଛି । ଏଥିରେ 5ଶହ ଜିଲେଟିନ, କ୍ୟାମେରା, ବିସ୍ଫୋରକ ରହିଛି .
#ArgusNews #ArgusOdisha #ArgusOdia #ArgusUpdate #Naxal #Bisporak