କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 13 ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାର ୱେଷ୍ଟ ସ୍ଥିତ ବିଜୟ ବଲ୍ଲଭ କୋଭିଡ କେୟାର ହସ୍ପିଟାଲରେ ବଡ ଅଘଟଣ । ଭୋର 3ଟା 15 ମିନିଟରେ ଆଇସିୟୁ ୟୁନିଟରେ ପ୍ରଥମେ ନିଆଁ ଲାଗି ଯାଇଥିଲା...
#ArgusNews #Odisha #ArgusUpdate