ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୁତି ଘଟଣା...
ମୟୂରଭଞ୍ଜର କରଞ୍ଜିଆ ସହରର ସମସ୍ତ ଦୋକାନ, ବଜାର 2 ଦିନ ଯାଏଁ ବନ୍ଦ...
କାକଟପୁର ମା' ମଙ୍ଗଳାଙ୍କ ମନ୍ଦିର ପରିସରରେ 144 ଧାରା...
ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଯୁବକ...ପୁରୀ ବ୍ରାହ୍ମଣପାଟଣା ଗାଁରେ ବିଭତ୍ସ ହତ୍ୟାକାଣ୍ଡ...
ବାରିପଦାରେ ଅବହେଳାରୁ ଚାଲିଗଲା ଜୀବନ...ବସାଇ ରଖିଲେ, ଦେଲେନି ଅକ୍ସିଜେନ...
ଭୟଙ୍କର କୋରୋନା...ରାଜ୍ୟରେ ଲଗାତାର 5 ଦିନ ହେଲା 6 ହଜାର ଉପରେ ସଂକ୍ରମଣ...
ଆଜିଠୁ ସବୁ ସରକାରୀ ସ୍କୁଲରେ ନାମଲେଖା... ମେ 31 ସୁଦ୍ଧା ସାରିବାକୁ ନିର୍ଦ୍ଦେଶ...
ଆଜିଠୁ କର୍ଣ୍ଣାଟକ 14 ଦିନିଆ ଲକଡାଉନ... ଆଜି ରାତି 9ରୁ ଲାଗୁ ହେବ କଟକଣା...
କୋଭିଡ ଲଢେଇରେ ଆଗରେ ଭାରତୀୟ ସେନା...
ମହାନଦୀରୁ ମହାଲୁଟ୍...5 ବର୍ଷ ହେଲା ନଦୀପଠାରୁ ଉଠାଯାଇଛି ଟନ୍ ଟନ ବାଲି..
#ArgusNews #Odisha #Argus Update 8 AM