ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ ନଂ ଡିଭିଜନ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗାଁ ନିକଟରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ପ୍ରଖର ଜଳସ୍ରୋତ ଯୋଗୁଁ କେନାଲର ଜଳ ଏବେ ଲେମ୍ବୁପାଳ ଗାଁ ମୁହାଁ ହୋଇଥିବା ଜଣାପଡିଛି...
#ArgusNews #Odisha #ArgusUpdate