ଅକ୍ସିଜେନ ଆବଣ୍ଟନ, ଟୀକାକରଣ ଓ ଆବଶ୍ୟକ ଔଷଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ସ୍ତରୀୟ ବୈଠକ । ଦେଶରେ ଲାଗି ରହିଥିବା କରୋନା ସଙ୍କଟକୁ ନେଇ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଅକ୍ସିଜେନ ଆବଣ୍ଟନ, ଟୀକାକରଣ ଓ ଆବଶ୍ୟକ ଔଷଧକୁ ନେଇ ସମୀକ୍ଷା କରାଯାଇଛି ...
#ArgusNews #Odisha #ArgusUpdate