ବାଲେଶ୍ଵର ଓ ନୀଳଗିରି ପୋଲିସକୁ ସଫଳତା । ଶିଆଡିମାଳ ଅଞ୍ଚଳରେ ଥିବା ଚୋରା ମଦ ଭାଟିରେ ବାଲେଶ୍ଵର ପୋଲିସର ସ୍ଵତନ୍ତ୍ର ସ୍କ୍ବାଡ଼ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୧୦ ହଜାର ଲିଟର ପୋଚ ସହ ବିପୁଳ ପରିମାଣରେ କାଠ, ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି...
#ArgusNews #Odisha #ArgusUpdate