କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ଗାଁରେ ଅଘଟଣ । ଗ୍ୟାସ ସିଲିଣ୍ଡରରେ ହଠାତ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଳଷ ପରିବାର ଲୋକେ । ପ୍ରଭାତ ରଣାଙ୍କ ସ୍ତ୍ରୀ ରୋଷେଇ କରିବା ବେଳେ ଗ୍ୟାସ ଟାଙ୍କି ଜଳିଗଲା । ଗାଁ ର କିଛି ଲୋକେ ଗ୍ୟାସ ଟାଙ୍କିକୁ ବାହାରକୁ ଆଣିବା ପରେ ଏହା ଫାଟି ଥିଲା...
#ArgusNews #Odisha #ArgusUpdate