4ରୁ 5 ଦିନ ମଧ୍ୟରେ ରାଜ୍ୟରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ...
ଖୁବଶୀଘ୍ର ସିଲ ହେବ ଭୁବନେଶ୍ୱର ସ୍ଥିତ ଏସ ବି ଆଇ ମୁଖ୍ୟ କାର୍ଯ୍ୟାଳୟ...
ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ... ନକ୍ସଲ ଆକ୍ରମଣରେ 22 ଯବାନ ସହିଦ...
ସିଏଜି ରିପୋର୍ଟ ଖୋଲିଲା ରାଜ୍ୟର ସଙ୍ଗୀନ ସ୍ଥିତି...
ଆଜି ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ...
ରାଜ୍ୟରେ ଆଜି 471 ପଜିଟିଭ...ସୁନ୍ଦରଗଡ଼ରୁ ସର୍ବାଧିକ 85 କେସ୍...
ଗଂଜାମ ସାନଖେମୁଣ୍ଡିରେ ଜନନୀ ଯନ୍ତ୍ରଣା... ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ...
ବୁଝାଇବା ପରେ ହଟିଲେ... ଗାନ୍ଧୀ ମୂର୍ତ୍ତିତଳୁ ଧାରଣାରୁ ଉଠିଲେ ବିଜେପି ବିଧାୟକ...
#ArgusNews #Odisha #ArgusUpdate 2PM