ଧର୍ମଶାଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । 20 ବସ୍ତା ଆମୋନିଆ ନାଇଟ୍ରେଟ ଜବତ କଲା ଜେନାପୁର ପୋଲିସ । ଜବତ ବିସ୍ଫୋରକର ମୂଲ୍ୟ ପାଖାପାଖି 50 ଲକ୍ଷ ଟଙ୍କାରୁ ଅଧିକ । ଏହାସହ 12 କ୍ବିଣ୍ଟାଲରୁ ଅଧିକ ପାୱାର ଜେଲ ବି ଜବତ କରାଯାଇଛି...
#ArgusNews #ArgusUpdate #Odisha