ବଣାଇ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ବିଦେଶୀ ମଦ ଦୋକାନରେ ମୂଲ୍ୟ ଧାର୍ଯ୍ୟର ସୂଚନା ଫଳକ ଲଗାଇବା ପାଇଁ ନିୟମ ରହିଛି । କିନ୍ତୁ ଅନେକ ଦୋକାନରେ ଏପର୍ଯ୍ୟନ୍ତ ଫଳକ ଲାଗିନି । ଅନେକ ଦୋକାନୀ ଉଚ୍ଚା ରେଟରେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
#ArgusNews #ArgusOdisha #ArgusOdia #ArgusUpdate