ବାଲେଶ୍ୱର ସୋରରେ ଅଘଟଣ ।ଚାହୁଁ ଚାହୁଁ ଅକସ୍ମାକ ଜଳିଉଠିଲା ଘରର ଚାଳ ଛଫର। ଆଉ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଗୋଟିଏ ଘରୁ ନିଆ ଲାଗିଁ ୫ରୁ ଉର୍ଦ୍ଧ ଘର ଜଳି ପୋଢି ପାଉଁଶ ହୋଇ ହୋଇଗଲା।
ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ନଦିଗାଁ ବ୍ରହାଣ ଶାସନରେ....
#ArgusNews #Odisha #ArgusUpdate