Argus Update News 10am ||
- ରାଜ୍ୟରେ ପୁଣି 10 ମୁଣ୍ଡନେଲା ମହାମାରୀ...
- ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳି ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...
- ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ ପଞ୍ଜିକରଣ...
- ଥାନେ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ...
- ଆସାମ ଗୌହାଟି ସମେତ ଉତ୍ତର-ପୂର୍ବରେ ବଡ଼ ଧରଣର ଭୂକମ୍ପ ଝଟକା...
- ପଦାରେ ପଡ଼ିଲା ଭଦ୍ରକ ଚାନ୍ଦବାଲି ASI ବାବୁଙ୍କ କାରନାମା...
- କଟକ ନିଆଳିରେ ପୁଣି 6 ମେଣ୍ଢା ମୃତ୍ୟୁ ଅଭିଯୋଗ...
- ପରଲୋକରେ ଓଡ଼ିଆ ସାହିତ୍ୟର ମଉଡମଣି...
#ArgusNews #Odisha #UpdateNews #ArgusUpdateNews #Headlines