କଟକ ଜିଲ୍ଲା ଖାଉଟି ଫୋରମ କୋର୍ଟଙ୍କ ବଡ଼ ରାୟ...ଏଣିକି ନୋ ଏକ୍ସଚେଞ୍ଜ ,ନୋ ରି-ଫଣ୍ଡ ଲେଖି ପାରିବେ ନାହିଁ ଦୋକାନୀ....
ପ୍ରତି ମିନିଟରେ 5 ସଂକ୍ରମିତ... ରାଜ୍ୟରେ ପ୍ଲାଟୋ ସ୍ଥିତିରେ କୋରୋନା...
ମେ 1ରୁ ଯୁବବର୍ଗଙ୍କୁ ଟିକାକରଣ... ବିତରଣ ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ୍...
ଯୁକ୍ତ 2 ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ...
ଭୁବନେଶ୍ବର ଉପକଣ୍ଠରୁ ଭାଲୁ ଛୁଆ ଉଦ୍ଧାର ଘଟଣା.... କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ଚିଠି ଲେଖିଲା ବିଭାଗ...
ସାରା ଓଡିଶାବାସୀ ଶୁଣିଲେ ତ୍ରୈଲୋକଙ୍କ କଥା....ଶୁଣିପାରିଲେନି ସରକାର...
#ArgusNews #Odisha #Argus Barabati Dhauli 6PM