ଆଜି ମଣ୍ଡପରେ ଷଷ୍ଠୀ ପୂଜା । ବିଲ୍ୱବରଣ ପରେ ମଣ୍ଡପରେ ପୂଜା ପାଇବେ ମା । ସେପଟେ ଆଜି ଶକ୍ତିପୀଠରେ ମାଙ୍କ ସପ୍ତମୀ ପୂଜା । ଚଣ୍ଡୀ ପାଠ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ ।
#ArgusNews #ArgusOdisha #ArgusOdia #ArgusUpdate #DurgaPuja