Mon, Feb 22 | 7:51 a.m.
ମାଷ୍ଟର କ୍ୟାଣ୍ଟିଂନରେ ଦେହଜୀବୀଙ୍କ ଉତ୍ପାତ
ରବିବାର ରାତି ପ୍ରାୟ ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ "ବସ ଟର୍ମିନାଲ" ସମ୍ମୁଖରେ ଏକ ପୋଲିସ ପିସିଆର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରାଜମହଲ ଛକରେ କେତେ ଜଣ ଦେହଜୀବୀ ନିଜନିଜ ମଧ୍ୟରେ ଗଣ୍ଡଗୋଳ କରୁଥିଲେ। ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଁଛି ସେମାନଙ୍କୁ ସେଠାର