ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ରକ୍ସି ରେଲୱେ ସାଇଡିଂରେ ନିଯୁକ୍ତି ନେଇ ଗୋଷ୍ଠୀ ସଂଘର୍ଷ ଘଟଣା । କାର୍ଯ୍ୟରତ ଶ୍ରମିକଙ୍କ ସମେତ ବଣାଇ ବିଧାୟକ, CPIM ଜିଲ୍ଲା ସାଧାରଣ ସମ୍ପାଦକ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦାବି କରିଥିଲେ ।
#ArgusNews #ArgusOdisha #ArgusOdia #ArgusUpdate #Sundargarh