ପୁରୀରେ ସେବାୟତଙ୍କର ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ଶ୍ରୀମନ୍ଦିର ଭିତରକୁ କଟକଣାମୁକ୍ତ ଦର୍ଶନ ଆରମ୍ଭ ହୋଇଯାଇଥିବାରୁ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ଭକ୍ତ ନିବାସ କର୍ମଚାରୀଙ୍କର କରୋନା ଟେଷ୍ଟିଂ କରାଯିବ.....
#ArgusNews #Odisha #Puri #Sevayat #covid_test
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍