ଦେଶରେ ଦୈନିକ ଗ୍ରାଫ୍ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୬୨ ହଜାର ୨୫୮ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୦୮ ହଜାର ୯୧୦କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୨୯୧ କରୋନା ଆକ୍ରାନ୍ତ...
#ArgusNews #Odisha #ArgusUpdate