ରାଜ୍ୟରେ ମନ୍ଦିର ନଖୋଲିବା ପ୍ରସଙ୍ଗ । ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟ ଝାଡେଶ୍ୱରୀ ମନ୍ଦିର ଆଗରେ ପୂଜକମାନେ ପ୍ରତିବାଦ କରିଛନ୍ତି । 9 ମିନିଟ୍ ଧରି ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି ପୂଜକ । ସକାଳ 9ଟାରୁ 9ଟା 9 ମିନିଟ୍ ଯାଏଁ ଘଣ୍ଟ ବାଡେଇଥିଲେ ।
#ArgusNews #ArgusOdisha #ArgusOdia #ArgusUpdate #Odisha #Temples