ସମ୍ବଲପୁର ଜିଲ୍ଲା ଜମନକିରା ଥାନା କୁଆଗୁଲାରେ ଅଘଟଣ । ମାଛ ଧରିଲାବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତକ ଜଣଙ୍କ କୁଆଗୁଲା ଗାଁର ମୁକେଶ ଖିଚିଡି । ମୁକେଶ ପୋଖରୀ ଭିତରକୁ ଯାଇ ଜାଲ ଟାଣୁଥିବାବେଳେ ଜାଲରେ ଛନ୍ଦି ହୋଇ ପାଣି ଭିତରକୁ ପଶିଯାଇଥିଲେ...
#Argusnews #Odisha #ArgusUpdate