ବେସାହାରା ଅଗ୍ନିବିପନ୍ନ ପରିବାର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ମେଘମାଳ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗତ ୨o ତାରିଖରେ ହୋଇଥିବା ଭୟବାହ ଅଗ୍ନିକାଣ୍ଡ ଯୋଗୁଁ ଗାଁର ୭ଟି ପରିବାରର ୧୨ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଗତ ୧o ଦିନ ଧରି ଖୋଲାଆକାଶ ତଳେ ଭୋକ ଉପାସରେ ଦିନ କାଟୁଛନ୍ତି ଗାଁର ଏହି ୭ଟି ଅଗ୍ନିବିପର୍ଣ୍ଣ ପରିବାର....
#ArgusNews #Odisha #ArgusUpdate