ପୁଣି ଚର୍ଚ୍ଚାରେ ଭାରତର କୋଭାକ୍ସନ ଟୀକା । ଭାରତର ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ନେଇ ଆମୋରିକା ବି ଚକିତ । କରୋନା ଭୂତାଣୁର 617 ପ୍ରକାର ଭାରିୟାଣ୍ଟକୁ ଏହା ନିଷ୍କ୍ରିୟ କରିବାର ରଖିଛି କ୍ଷମତା । ଆମେରିକାର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ଟିକାର ପ୍ରସଂଶା କରିଛନ୍ତି....
#ArgusNews #National #Covid19 #covaxin #vaccination #coronavirus #Covid19IndiaHelp