|| ARGUS UPDATE NEWS 7AM ||
- ଆଜି ବିଶ୍ବମାତୃ ଦିବସ… ମାଆ ଶିକ୍ଷା ଦିଏ ଜୀବନ ଯୁଦ୍ଧରେ ବିଜୟୀ ହେବାର ମନ୍ତ୍ର ଦିଏ...
- ରାଜ୍ୟରେ ୧୦ ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ…
- ୟୁରୋପିଆନ ପରିଷଦ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ...
- ଅକ୍ସିଜେନ ଅଭାବ ଓ ଆବଣ୍ଟନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି…
- ଅକ୍ସିଜେନ ସଙ୍କଟ ପରେ ଚେତିଲା ସ୍ବାସ୍ଥ୍ୟ ବିଭାଗ…
- ମଦ ପାଇଁ ଗଡୁଛି ମୁଣ୍ଡ… ଯାଜପୁର ବିଞ୍ଝାରପୁରରେ ଚାଲିଛି ମଦ ମାଫିଆଙ୍କ ରାଜ…
- ୫ ଜିଲ୍ଲାରେ ଆସନ୍ତା କୁଆପଥର ବର୍ଷା ସମ୍ଭାବନା…
#ArgusNews #Odisha #ArgusUpdate