Wed, Feb 10 | 2:05 p.m.
କୋଟିଆ ଅଭିମୁଖେ ରାଜ୍ୟ ବିଜେପି ଟିମ୍
କୋଟିଆ ଅଭିମୁଖେ ବାହାରିଲେ ବିଜେପି ପ୍ରତିନିଧି ଦଳ । ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ରାୟଗଡାରେ ରାତ୍ରି ଯାପନ କରି ଆଜି ସକାଳେ ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣିଙ୍କୁ ପୂଜାର୍ଚ୍ଚନା କରିଛନ୍ତି......
#ArgusNews #ArgusUpdate #Odisha