Wed, Feb 10 | 12:21 p.m.
ଚାଷୀଙ୍କୁ କେବେ ମିଳିବ ଉଚିତ୍ ମୂଲ୍ୟ । ଦିନରାତି ପରିଶ୍ରମ କରୁଛି ଚାଷୀ । କିନ୍ତୁ କେତେବେଳେ ପ୍ରାକୃତିକ ଦୁର୍ବିପାକ ଦାଉ ସାଧୁଛି ତ କେତେବେଳେ ବିକ୍ରି ସମସ୍ୟା । ଏବେ ଧାନ ଅମଳ ପରେ ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । କିନ୍ତୁ ବିକ୍ରି ହୋଇନପାରିବାକୁ ଶେଷରେ ଆନ୍ଧ୍ର ବେପାରୀ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛି ଚାଷୀ.....
#ArgusNews #Odisha #Ganjam