ଫ୍ୟାନ୍ ଙ୍କ ପାଇଁ ରିୟଲ ହିରୋ ଥିଲେ ପୁନୀତ
ବୃଦ୍ଧାଶ୍ରମ ଠାରୁ ଆରମ୍ଭ କରି, ଅନାଥାଳୟ, ଗୋଶାଳା, କନ୍ୟା ଶିକ୍ଷା ତଥା କନ୍ନଡ ଭାଷୀ ସ୍କୁଲ ଚଳାଇବା ପାଇଁ ଦେଉଥିଲେ ସହଯୋଗ । ଆବଶ୍ୟକତା ଥିବା ଲୋକଙ୍କ ସହ ସବୁବେଳେ ଠିଆ ହେଉଥିଲେ ପୁନୀତ । ଦିବଙ୍ଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କୁ ଝୁରୁଛନ୍ତି ଲୋକେ ।