ଆସିଲା ଜଳ ଜୀବନ ଆପ୍
ଜଲ ଜୀବନ କୋଷ ଓ ଜଲ ଜୀବନ ମିଶନ ଆପ୍ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ
ଏହାସହ ପାଣିର ଗୁଣବତ୍ତା ଯାଞ୍ଚ ପାଇଁ ଇ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଜଲ ଜୀବନ ପ୍ରସଙ୍ଗରେ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Narendra Modi PMO India #JalJeevanMission #JalJeevan #ArgusNews