#କନ୍ଦାଇ_ଚାଲିଗଲେ_ଜ୍ୟୋତି
#ସମସ୍ତଙ୍କ_ଦୃଦୟରେ_ସ୍ମୃତି_ହୋଇ_ରହିବେ_ଜ୍ୟୋତିପ୍ରକାଶ
ଝୁରୁଛି ପରିବାର, ଝୁରୁଛନ୍ତି ସାଙ୍ଗସାଥୀ । ସେମାନଙ୍କ ଗହଣରେ ନାହିଁ, କିନ୍ତୁ ମନରେ ସ୍ମୃତି ହୋଇ ରହିବେ ଜ୍ୟୋତି I କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଖିରୁ ସରୁନି ଲୁହ । ସେପଟେ ସ୍କୁଲ ଗୁରୁମା ଗୁରୁଜୀ ଓ ସାଙ୍ଗସାଥୀମାନେ ମଧ୍ୟ ଜ୍ୟୋତିଙ୍କୁ ଝୁରୁଛନ୍ତି । ପ୍ରିୟର ଜ୍ୟୋତି ଯେ ଆଉ ଫେରିବ ନାହିଁ ଏକଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏମାନେ I
#JusticeForRaja #Bhubaneswar #DrainAccident #Drain #Bmc #jyotiprakash #Odisha #School #ArgusNews Bhubaneswar Municipal Corporation