ଖୋଲିଗଲା ବିଜୁ ସ୍ମାର୍ଟ କାର୍ଡର ଗୁମର। ସ୍ବର୍ଗବାସୀଙ୍କୁ ବିଜ୍ୟୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା। ସୋସିଆଲ ମିଡିଆରେ ଜୋରଦାର ପ୍ରଚାର। ହେଲେ ଯାହାକୁ ପୋଷ୍ଟର ବୟ ସଜାଇଲେ ସେ କହୁଛନ୍ତି ଇଏ ସବୁ ଖାଲି ପ୍ରଚାର। ରାଉରକେଲାରୁ ଆସିଥିବା ସାଂଘାତିକ ଚିତ୍ର ବିଜୁ ସ୍ମାର୍ଟ କାର୍ଡର ପୋଲ ଖୋଲିଦେଇଛି
#BijuHealthSmartCard #Odisha #ArgusNews