#ଗିରଫ_କଲେ_ନାହିଁ_ପ୍ରଶାନ୍ତ_ଜଗଦେବଙ୍କୁ
ଲୋକ ଦେଖାଣିଆ ସସପେନସନ କରି କାମ ସାରିଦେଲା ବିଜେଡି । ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଏଯାଏଁ ଗିରଫ କଲାନି ପୋଲିସ । ଜାଣି ଶୁଣି ଖସାଇ ଦେବାକୁ ଚାଲିଛି କି ଉଦ୍ୟମ ? । ପ୍ରଶାନ୍ତଙ୍କ ବେଲ ପାଇଁ ରୋଡମ୍ୟାପ ତିଆରି କରୁଛି କି ପୋଲିସ ? । ଏସପି ଓ ପୋଲିସ ଡିଜିଙ୍କ ନିରପେକ୍ଷତାକୁ ନେଇ ଉଠିଲା ପ୍ରଶ୍ନ I
#BJD #MLA #dabanggiri #Crime #criminalcase #Odisha #ArgusNews