ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ବାଣୀବିହାର ଅଶାନ୍ତ । ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ହିଂସା । ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଥିବା ସରସ୍ବତୀଙ୍କ ମୂର୍ତ୍ତି ହଟାଇବା ବିବାଦକୁ ନେଇ ଆଜି ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି I
#ArgusNews #utkaluniversity #Odisha