ଏବେ ତୁର୍କୀକୁ ଛାଡି ଭିକ୍ଷା ଥାଳ ଥରି ସାଉଦୀ ଆରବର ଶରଣକୁ ଗଲା ପାକିସ୍ତାନ । ଦେବାଳିଆ ଅବସ୍ଥା କାରଣରୁ ସାଉଦୀ ଆରବରୁ ଅର୍ଥ ମିଳିବା ନେଇ ଆଶାବାଦୀ ପାକିସ୍ତାନ । ଇମରାନ ସାଉଦୀ ଗସ୍ତରେ ଯାଇ ସାଉଦୀ ଆରବରୁ ଋଣ ହାସଲ କରିବାକୁ କରୁଛନ୍ତି ଚେଷ୍ଟା ।