କାଠମାଫିଆ ଲୁଟ୍ କରିବାରେ ଲାଗିଥିବା ବେଳେ ଏହାର ଦୂରୀକରଣ ପାଇଁ ଖୋର୍ଦ୍ଧା ବନଖଣ୍ଡର ପଙ୍ଗାରସଂିହ ସଂରକ୍ଷିତ ଜଙ୍ଗଲ ରେ ଗ୍ରାମବାସୀ ମାନେ ନିଆରା ପଦକ୍ଷେପ ସୁରୁପ ହାତରେ ଠେଙ୍ଗାଧରି ପାଳିକରି ଜଙ୍ଗଲ ସୁରକ୍ଷା ଯୋଗାଉଛନ୍ତି ।ଯାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି.....
#TheArgus #Odishanews #Khordha #Begunia #Woods_loot #Wood_Mafia