ସରକାରୀ ଅଫିସ ଭୂତ କୋଠି । ଅଫିସକୁ ଆସୁ ନାହାନ୍ତି ସରକାରୀ ବାବୁ । କୃଷି ସମ୍ବନ୍ଧୀ୍ୟ ସୂଚନା ପାଇଁ ଚାଷୀଙ୍କୁ ଯିବାକୁ ପଡୁଛି ବହୁବାଟ । ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ କରାଯାଇ କୃଷି ସୂଚନା କେନ୍ଦ୍ର ନିର୍ମାଣ କରାଯାଇଥିଲେବି ଏଠାରେ ଦୀର୍ଘ ବର୍ଷ ଧରି ତାଲା ଝୁଲୁଛି.....
#Odishanews #Bhadrak #Chandabali #Goverment_Office