ନୟାଗଡ଼ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରୀର ବାପା ମା । ବିଭିନ୍ନ ସମୟରେ ଘଣ୍ଟା ଘଣ୍ଟା ଧରି ପୋଲିସ ମାନସିକ ନିର୍ଯାତନା ତ ଦେଇଥିଲା ତା ସହିତ ଘଟଣାକୁ ଚାପିବା ପାଇଁ ବି ପ୍ରୟାସ କରିଥିଲା । ଆଉ 24 ତାରିଖରେ ନିଜେ ଏସ୍ପି ଅନ୍ୟ ଜଣଙ୍କୁ ଫୋନ କରି ପରୀର ବାପା ମାଙ୍କ ଉଦ୍ଦେଶ୍ୟରେ କହିଲେ 2ଟା ବଦମାସ ବସିଛନ୍ତି ତାଙ୍କୁ ସାବାଡ କରୁଛି
#ArgusNews #Odisha #Nayagarh #JusticeForPari