ଘିଅ ବଦଳରେ ଖାଉଛନ୍ତି ଜହର । ବଜାରରେ ମିଳୁଛି ବିଭିନ୍ନ ବ୍ରାଣ୍ଡର ନକଲି ଘିଅ । ଘିଅ ପ୍ରସ୍ତୁତ କରାଯାଇ ଏଠାରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲାଗୁଛି । ଆଉ ଏହାକୁ ମାର୍କେଟକୁ ଛଡାଯାଉଛି । ଆଉ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର
#ArgusNews #Odisha #Cuttack #Duplicate_Ghee