ବିବାଦରେ କ୍ୟାପିଟାଲ ଥାନା ଆଇଆଇସି ଗିରିଜାଶଙ୍କର ଚକ୍ରବର୍ତ୍ତୀ..ଏଥର ମହିଳା ଚାଷୀଙ୍କୁ ଠେଲି ବିବାଦକୁ ଆସିଛନ୍ତି ଆଇଆଇସି...ପୂର୍ବରୁ ଶିକ୍ଷକଙ୍କୁ ଗୋଇଠା ମାରି ବିବାଦରେ ଥିବା ଏହି ଦବଙ୍ଗ ଅଫିସର ବାରମ୍ବାର ଏପରି ଘଟଣା ଘଟାଇ ଚାଲିଥିବା ବେଳେ କିଏ ଦେଉଛି ତାଙ୍କୁ ସୁରକ୍ଷା ଏହାକୁ ନେଇ ଉଠିଛି ପ୍ରଶ୍ନ.....
#Argusnews #Odisha #Bhubaneswar #IIC