ଭିତରକନିକାକୁ ନେଇ ରାଜ୍ୟ ସରକାରଙ୍କ ଅବଜ ନିଷ୍ପତି । ରାତିରେ ଖୋଲା ଦିନରେ ବନ୍ଦ । ଅକ୍ଟୋବର ପହିଲାରୁ ଖୋଲିବ ଜାତୀୟ ଉଦ୍ୟାନ । ଯେଉଁଥିରେ ପର୍ଯ୍ୟଟକଙ୍କୁ ଦିନବେଳା ମନା ଥିବାବେଳେ ରାତ୍ରୀଯାପନ ପାଇଁ ଅନୁମତି ରହିଛି। ଏଥିପାଇଁ 35ଶହ ଟଙ୍କାରୁ 6 ହଜାର ଟଙ୍କା ଦେଇ ରୁମ ବୁକ କରି କରିବାକୁ ପଡିବ | #Bhitarkanika