ବରଗଡ଼ରୁ ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା । ଅସୁସ୍ଥ ସ୍ବାମୀଙ୍କୁ ନିଜେ ଟେକି ଟେକି ନେଉଛନ୍ତି ପତ୍ନୀ । ସାଙ୍ଗରେ ସାହାଯ୍ୟର ହାତ ବଢ଼ାଇଛନ୍ତି ଅଟୋ ଡ୍ରାଇଭର ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଏଭଳି ଦୃଶ୍ୟ ହିଁ ବୟାନ କରୁଛି, ଏଠାରେ କିଭଳି ଚାଲିଛି ସ୍ବାସ୍ଥ୍ୟସେବା....
#TheArgus #Odishanews #Bargarh #Hospital_Issue #Health_Dept