ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡ଼ ମହୁରୀ ପଞ୍ଚାୟତ କାର୍ଯ୍ୟଳୟରେ ଚାଲିଛି ମଦ ,ମାଂସ ର ଆସର ତାହା ପୁଣି ବ୍ଲକ ଚେୟାର ମ୍ୟାନ, ବ୍ଲକ ର ଦୁଇ ଜଣ ସରପଞ୍ଚ ଏବଂ ଜଣେ GRS।ଯାହା କି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି...
#TheArgus #Odishanews #Ganjam #Panchayat_Karjyalaya #5T #Covid19_guideline