ଚିଟପଣ୍ଡ ମାମଲାରେ ପୁଣି ଆକ୍ସନ ମୋଡକୁ ଆସିଛି ସିବିଆଇ । ସିସୋର ଲିଙ୍କରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନ ସହ 7 ଟି ସ୍ଥାନରେ ଚଢାଉ କରିଛି ସିବିଆଇ ।
#Chitfund #CBIRaid