ଯାଜପୁର ଜିଲ୍ଲାରେ ମାଟି, ମୋରମ୍ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନି। ସ୍ଥାନୀୟ ଅଞ୍ଚଳର କିଛି ରାଜନେତା ଏବଂ ଅସାଧୁ ଅଫିସରଙ୍କୁ ହାତବାରିସି କରି ମାଫିଆମାନେ ମାଟି, ମୋରମ୍ ଚୋରା ଚାଲାଣ କରି ମୋଟା ଅଙ୍କର ମୁନାଫା କମାଉଛନ୍ତି। ଅଭିଯୋଗ କଲେ ମିଛ ମାମଲା ରେ ଜେଲ ପଠାଇଦେବା ପାଇଁ ଦିଆଯାଉଛି ଧମକ....
#ArgusNews #Odisha #Jajpur #Korei #MoramChallan